Posts

Showing posts from October, 2020

ବରଗଡ଼ିଆ ମିଥୁନ BIOGRAPHY ଅସ ଟିକେ ପଢମା ହୋ

Image
ବରଗଡ଼ିଆ ମିଥୁନ ର ନାଁ ସୁନଲେ ଦିଲ ଭିତରେ ନିଆ ଜଳି ଯାଏସି। ''କୁହୁଲି କୁହଲୀ ଜଳୁଛେ ନିଆଁ'' । ଇ ଗୀତର ନାଚି ମନ ଭିତରେ ଫେଫଲ ଛୁଟି ଯାଏସି । ଆଉ ସକାଳୁ ସକାଳୁ ସୁନି ପକାଲେ ,ଦିନ ସାରା ମନ ଭିତରେ ଖାଲି ''କୁହୁଲୀ କୁହୁଲି ଜଳୁଛେ ନିଆଁ । ମିଥୁନ ଦାଦା ର ଭିଡ଼ିଓ--- Social media ରେ ଭାଇରାଲ ବରଗଡ଼ିଆ ମିଥୁନ ଦାଦା ର ସର୍ଟ ଭିଡ଼ିଓ ମାନକୁ ଲୋକ ମାନେ ବହୁତ ପସନ୍ଦ କରୁଛନ। ଦାଦା ର ଗୀତ ମାନେ ହେଲା ''କୁହୁଲି କୁହୁଲି ଜଳୁଛେ ନିଆଁ, ଠାକୁର ଗେରେଜ ର ମେକାନି,  ଏ ଜୁଳି , ରାଧିକା ଗୁରି ଲୋ ରାଧିକା ଗୁରି, .....। ବରଗଡ଼ିଆ ମିଥୁନ ଦାଦା କେ ଦେଖହିକରି ଆଶିଷ କୁମ୍ଭାର କୁହୁଲି କୁହୁଲି ନିଆଁ ଵାଲା ଗୀତ full version ଗାଇଛନ । କୁହୁଲି କୁହୁଲି ଜଳୁଛେ ନିଆଁ ।  ମିଥୁନ ଦାଦାର ନାମ ପତା---       ସୋସିଆଲ ମିଡ଼ିଆ ନୁ ଜନା ପଡିଛେ ଯେ ତାକର ନାଆଁ ହଉଛେ ଗୁନୁ ହରିପାଲ ଆଉ ଘର ଡେମ କଲୋନୀ, ବରଗଡ, ଓଡିଶା । ଆମର ପୋଷ୍ଟ କେନ୍ତା ଲାଗଲା ଯେ ହୋ , ବତାଲେ କାନା ହେବାକି ନୁଆ ଟା ଲେଖବକେ ଉସନାକୀ ଲଗବା ।